Overview on Human digestive of 10th class students.pptx

Ronitlenka 7 views 20 slides Sep 15, 2025
Slide 1
Slide 1 of 20
Slide 1
1
Slide 2
2
Slide 3
3
Slide 4
4
Slide 5
5
Slide 6
6
Slide 7
7
Slide 8
8
Slide 9
9
Slide 10
10
Slide 11
11
Slide 12
12
Slide 13
13
Slide 14
14
Slide 15
15
Slide 16
16
Slide 17
17
Slide 18
18
Slide 19
19
Slide 20
20

About This Presentation

Target audience 10th class students


Slide Content

ପରିପାକ ସଂସ୍ଥାନ

ମନୁଷ୍ୟ ବଞ୍ଚିବା ପାଇଁ ଓ ଶରୀର କୁ କାର୍ଯ୍ୟକ୍ଷମ ରଖିବା ପାଇଁ ଖାଦ୍ଯ ଗ୍ରହଣ କରିଥାଏ ଏହି ଖାଦ୍ଯ ପରିପାକ ହୋଇ ଶରୀର ପାଇଁ ଆବଶ୍ୟକ ଉପାଦାନ ଯୋଗାଇ ଶରୀର ର ବୃଦ୍ଧି ଓ ମାନସିକ ବିକାଶ ରେ ନିୟୋଜିତ ହୋଇଥାଏ

ଖାଦ୍ଯ ଗ୍ରହଣ

ପରିପାକ

ଆତ୍ମିକରଣ

ବହିଃ ନିଷ୍କାସନ

୪ ଟି ପ୍ରକ୍ରିୟା ମୁଖ ଗହ୍ବର ଋ ଆରମ୍ଭ ହୋଇ ଏକ ଲମ୍ବ ନାଲି ଦେଇ ମଳଦ୍ବାର ରେ ଶେଷ ହୋଇଥାଏ ଏହି ନଳୀ କୁ ପାଚକ ତନ୍ତ୍ର ବା ପୌଷ୍ଟିକ ନଳୀ କୁହାଯାଏ ଏହାର ଲମ୍ବ ୬ ରୁ ୯ ମିଟର ଏହାର ପ୍ରାଚୀର ଅଣାୟତ୍ତ ପେଶୀ ବା ସ୍ବୟଂ ଚାଳିତ ପେଶୀ ରେ ନିର୍ମିତ ଏହି ପେଶୀ ର ସଂକୋଚନ ଓ ପ୍ରସାରଣ ଫଳ ରେ ଖାଦ୍ଯ କେବଳ ଗୋଟିଏ ଦିଗ ଯଥା- ମୂଖ ଗହ୍ବର ଋ ମଳ ଦ୍ବାର ଆଡକୁ ଗତି କରେ

ଯେଉଁ କ୍ରିୟା ଦ୍ବାରା ପାଚକ ତନ୍ତ୍ର ଜଟିଳ ଖାଦ୍ଯ କୁ ସରଳ ଖାଦ୍ଯ ରେ ପରିଣତ ହୁଏ ତାହାକୁ ପାଚନ କୁହାଯାଏ ଏହି ପାଚନ ତନ୍ତ୍ର ରେ ସରଳୀକୃତ ଖାଦ୍ଯ ବିଶୋଧିତ ହୋଇ କୋଷ ମାନଙ୍କୁ ପ୍ରବାହିତ ହୁଏ ବିଶୋଷିତ ବା ଅଯୋଗ୍ୟ ଖାଦ୍ଯ ମଳ ରୂପ ରେ ମଳଦ୍ବାର ଦେଇ ବାହାରିଯାଏ ଏହି ସମ୍ପୂର୍ଣ କାର୍ଯ୍ୟ ପ୍ରଣାଳୀ କୁ ପରିପାକ କ୍ରିୟା କୁହନ୍ତି

ପାଚକ ତନ୍ତ୍ର ର କାର୍ଯ୍ୟ ୧. ଖାଦ୍ୟ ଗ୍ରହଣ ୨. ପାଚନ ୩. ବିଶୋଷଣ ୪. ନିଷ୍କାସନ

ପରିପାକ ସଂସ୍ଥା ରେ କାର୍ଯ୍ୟ କରୁଥିବା ଅଂଶ ଗୁଡିକ ହେଲା ମୁଖ ଗହ୍ବର ଗ୍ରସନୀ ଅଧିଜିହ୍ଵା ନିଗଳ ପାକସ୍ଥଳୀ କ୍ଷୁଦ୍ରାନ୍ତ୍ର ବୃହଦନ୍ତ୍ର ମଳାଶୟ ମଳଦ୍ବାର
Tags